ମୋ ସରକାରରେ ଆଉ ୨ ବିଭାଗ ସାମିଲ

ଭୁବନେଶ୍ବର :  ‘ମୋ ସରକାର’ରେ ଆଉ ଦୁଇ ବିଭାଗକୁ ରାଜ୍ୟ ସରକାର ସୋମବାର ସାମଲି କରିଛନ୍ତି। ଗୃହ ନିର୍ମାଣ ଓ ପାନୀୟ ଜଳ ବିଭାଗ ସାମିଲ ହୋଇଛନ୍ତି। ସେହିପରି ମମତା ଯୋଜନାକୁ ମଧ୍ୟ ମୋ ସରକାରରେ ସମାଲି କରାଯାଇଛି।

Comments are closed.