ମୟୁରଭଞ୍ଜ ୯ ଘଣ୍ଟା ବନ୍ଦ

ମୟୁରଭଞ୍ଜ : ଆଜି ମୟୁରଭଞ୍ଜରେ ୯ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟ ଅଗ୍ନିକାଣ୍ଡ ଘଟଣାର ପ୍ରତିବାଦରେ ଭଞ୍ଜ ସେନା ପକ୍ଷରୁ ୯ ଘଣ୍ଟିଆ ମୟୁରଭଞ୍ଜ ଜିଲା ବନ୍ଦ ପାଳନ କରାଯାଉଛି। ସକାଳ ୬ ରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ପାଳନ  ପ୍ରଭାବରେ ଗାଡି ଚଳାଚଳ ଠପ ହେବା ସହ ଟାୟାର ଜାଳି ଏନଏଚ ଅବରୋଧ କରାଯାଇଛି।

Comments are closed.