ଜଙ୍ଗଲରେ ନିଆଁ ଲଗାଇ ଶିକାରୀ ଗିରଫ

ମୟୁରଭଞ୍ଜ : ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଜଣେ ଶିକାରୀକୁ ଗିରଫ କରାଯାଇଥିବା ନେଇ ଗୁରୁବାର ଖବର ମିଳିଛି। ଏଭଳି ଘଟଣା ମୟୁରଭଞ୍ଜ ଜିଲା ଅନ୍ତର୍ଗତ ପୋଡାଡିହା ରେଞ୍ଜ ଅଞ୍ଚଳରେ ଘଟିଛି। ବନବିଭାଗ ଉକ୍ତ ଶିକାରୀକୁ ଗିରଫ କରିଛି। ଶିକାରୀ ନିକଟରୁ ଗୋଟିଏ ବନ୍ଧୁକ, ଟାଙ୍ଗିଆ ଓ ୭ କେଜି ଝିଙ୍କ ମାଂସ ଜବତ କରାଯାଇଛି।

Comments
Loading...