ମାଓବାଦୀ-ଯବାନ ଗୁଳି ବିନିମୟ

ମାଲକାନଗିରି: ସର୍ଚ୍ଚ ଅପରେସନବେଳେ ମାଓବାଦୀ-ଯବାନ ଗୁଳି ବିନିମୟ। ମାଥିଲି ଥାନା କେରିମିଟି ଜଙ୍ଗଲରେ ଏସଓଜି/ଡିଭିଏଫ ସହ ଗୁଳି ବିନିମୟ। ସର୍ଚ୍ଚ ଅପରେସନ ବେଳେ ମାଓବାଦୀ-ଯବାନ ମୁହାଁମୁହିଁ ନେଇ ମାଲକାନଗିରି ଏସପିଙ୍କ ସୂଚନା ଦେଇଛନ୍ତି।

Comments are closed.