ମନୋରମା ମହାପାତ୍ରଙ୍କ ପରଲୋକରେ ଲେଖକ ଇଂ ତାରାପ୍ରସାଦ ମିଶ୍ରଙ୍କ ଶୋକ

ଯାଜପୁର: ଓଡ଼ିଆ ଭାଷା,ସାହିତ୍ୟ ଏବଂ ସଂସ୍କୃତିର ଅନନ୍ୟ ପ୍ରବକ୍ତା, ସୁନାମଧନ୍ୟା ବିଶିଷ୍ଟ ସାହିତ୍ୟିକା, ବର୍ଷିଆନ ସାମ୍ବାଦିକ ତଥା ଯଶସ୍ବୀ ସଂପାଦକ ମନୋରମା ମହାପାତ୍ର ପରଲୋକରେ ଲେଖକ ଇଂ ତାରାପ୍ରସାଦ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗରେ ଓଡ଼ିଶାର ସାଂସ୍କୃତିକ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି କହିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Comments are closed.