ମହୁଲି ମଦ ଜବତ, ଜଣେ ଗିରଫ

ପାଟଣା : ପାଟଣା ଥାନା ଅନ୍ତର୍ଗତ ରାଧାପୁର ଗ୍ରାମର ଘାସିରାମ ମାଝୀଙ୍କୁ ୨୦ ଲିଟର ମହୁଲି ମଦ ସହ ପାଟଣା ପୁଲିସ ଧରି ଥାନାକୁ ଆଣିଥିଲା। ଥାନାରେ ଏନେଇ ଏକ ମାମଲା ରୁଜୁ ସହ ଆସାମୀକୁ ନୋଟିସ ଦିଆଯାଇ ଛାଡି ଦିଆଯାଇଛି। ଥାନା ସବ୍‌-ଇନିସପେକ୍ଟର ଅରୂପ କୁମାର ସାମଲ ଶିବଶଙ୍କର ଆଲଦା, ଏଏସଆଇ ଭାଗିରଥି ସେଠୀ ପ୍ରମୁଖ ଚଢାଉରେ ସାମିଲ ଥିଲେ।

Comments are closed.