୧୨ଟି ରାଶି ପାଇଁ ୧୨ଟି ସରଳ ମନ୍ତ୍ର ; ଜପ କଲେ ମିଳେ ସଫଳତା

ରାଶି ଅନୁଯାୟୀ କିଛି ସ୍ୱତନ୍ତ୍ର ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ବାରଟି ରାଶିର ବ୍ୟକ୍ତି ବିଶେଷ ପ୍ରଭୁ ଗଣେଶଙ୍କର ଏହି ୧୨ଟି ମନ୍ତ୍ର ଜପ କରିବା ଦ୍ୱାରା କର୍ମକ୍ଷେତ୍ର ଓ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ। ଜାଣନ୍ତୁ…
ମେଷ – ଓଁ ଲମ୍ବୋଦରାୟ ନମଃ
ବୃଷ – ଓଁ ବିଘ୍ନେଶ୍ୱରାୟ ନମଃ
ମିଥୁନ- ଓଁ ଗୌରୀପୁତ୍ରାୟ ନମଃ
କର୍କଟ- ଓଁ ଗଜାନନ୍ଦ ନମଃ
ସିଂହ – ଓଁ ବକ୍ରତୁଣ୍ଡାୟ ନମଃ
କନ୍ୟା – ଓଁ ବରଦମୂର୍ତ୍ତି ନମଃ
ତୁଳା – ଓଁ ବିଘ୍ନହର୍ତ୍ତାୟ ନମଃ
ବିଛା – ଓଁ ରିଦ୍ଧିଦାତାୟ ନମଃ
ଧନୁ- ଓଁ ସୁଖକର୍ତ୍ତା ନମଃ
ମକର- ଓଁ ମଙ୍ଗଳଦାତାୟ ନମଃ।
କୁମ୍ଭ- ଓଁ ସିଦ୍ଧିବରାୟ ନମଃ
ମୀନ-ଓଁ ମୋଦକପ୍ରିୟାୟ ନମଃ

 

Comments are closed.