ସୁନା ବ୍ୟବସାୟୀଙ୍କ ଠାରୁ ସୁନାଗହଣା ଲୁଟ ଅଭିଯୋଗ

ନବରଙ୍ଗପୁର : ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଭାରସୁଣ୍ଡି ଗାଁରୁ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ ହୋଇଥିବା ନେଇ ଶୁକ୍ରବାର ଜଣାପଡ଼ିଛି। ସୁନା ବ୍ୟବସାୟୀଙ୍କ ଠାରୁ ପ୍ରାୟ ୧୧ଲକ୍ଷ ଟଙ୍କାର ସୁନା ଗହଣା ଲୁଟ ନେଇ ଅଭିଯୋଗ ହୋଇଛି। ୪ ଜଣ ଦୁର୍ବୃତ୍ତ ବ୍ୟବସାୟୀଙ୍କୁ ଛୁରା ମାଡ କରି ସୁନା ଗହଣା ଲୁଟିଛନ୍ତି ବୋଲି ସୂଚନା ମିଳିଛି। ଘଟଣାକୁ ନେଇ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.