ମନ୍ଦିରର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତଙ୍କ ଟଙ୍କା ଲୁଟ ଅଭିଯୋଗ

ବାଲେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରୁ ଲୁଟପାତ ଭଳି ବିଭିନ୍ନ ଘଟଣା ଲଗାତାର ସାମ୍ନାକୁ ଆସୁଛି। ବାଲେଶ୍ୱର ଜିଲାର ବଳରାମ ଗଡ଼ି ଗଙ୍ଗାମାତା ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ମାନେ ଟଙ୍କା ଲୁଟ କରିଥିବା ଶନିବାର ଜଣାପଡ଼ିଛି। ପାଖାପାଖି ୨ ଲକ୍ଷ ଟଙ୍କା ଦାନ ବକ୍ସରେ ଥିବା ନେଇ ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.