ବନ୍ଧୁକ ଦେଖାଇ ସୁନାଗହଣା ଲୁଟ ଅଭିଯୋଗ

କଳାହାଣ୍ଡି : କଳାହାଣ୍ଡି ଜିଲା କୋକସରା ମୋଟେର ଗାଁରେ ଲୁଟ ହୋଇଥିବା ନେଇ ଶନିବାର ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଜଣଙ୍କ ଘରେ ପଶି ୪୦ ଭରି ସୁନା ଅଳଙ୍କାର ଲୁଟ କରିଛନ୍ତି। ଏହାସହ ସେମାନେ ଗୋଟିଏ ବୁଲେଟ ଓ ଟିଭି ମଧ୍ୟ ଲୁଟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ରାତିରେ ପ୍ରାୟ ୫ ଜଣ ଲୁଟେରା ମୁଖା ପିନ୍ଧି ବନ୍ଧୁକ ଦେଖାଇ ଏହି ସବୁ ଲୁଟ କରିଛନ୍ତି।

Comments are closed.