ଲକ୍ଷାଧିକ ଟଙ୍କା ଓ ୩ ଲକ୍ଷରୁ ଉର୍ଦ୍ଧ୍ବ ଗହଣା ଲୁଟ୍ ଅଭିଯୋଗ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ଗୋତ୍ରିବିଲକିଣିଲୋ ଗ୍ରାମରେ ଗତକାଲି ରାତିରେ ସଶସ୍ତ୍ର ଡ଼କାୟତି ହୋଇଛି। ଘରୁ ଲକ୍ଷାଧିକ ଟଙ୍କା ଓ ୩ ଲକ୍ଷରୁ ଉର୍ଦ୍ଧ୍ବ ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ୫ଟି ପରିବାରରେ କଳାକନା ବୁଲାଇ ଲୁଟେରା ଫେରାର ହୋଇଯାଇଥିବା ସୂଚନା ମିଳିଛି।

Comments are closed.