ମଧ୍ୟପ୍ରଦେଶରେ ଜୁନ ୧୫ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି

ଭୋପାଲ: ମଧ୍ୟପ୍ରଦେଶରେ କରୋନାଭାଇରସ୍ ଲକଡାଉନକୁ ଜୁନ୍ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଥମ ରାଜ୍ୟ ମଧ୍ୟପ୍ରଦେଶର ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌କୁ ଏବେ ସଂପୂର୍ଣ୍ଣ ଭାବେ ଖୋଲା ଯାଇ ପାରିବ ନାହିଁ। ତେଣୁ ସରକାର ଲକ୍‌ଡାଉନ୍‌ ଅବଧି ଜୁନ ୧୫ ପର୍ଯ୍ୟନ୍ତ  ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି।

Comments are closed.