ଦିନ ୨ଟା – ମୁଖ୍ୟ ଖବର (୨୧ ମେ ୨୦୨୧)

ଦେଶ/ବିଦେଶ ଖବର
-କରୋନା ଭୂତାଣୁର ସଂକ୍ରମଣ କ୍ଷମତା ବୃଦ୍ଧି ପାଇଁ ଏବେ ବି ଚାଲିଛି ଗବେଷଣା: ନିକୋଲାସ ୱେଡ୍‌

– ସହକର୍ମୀଙ୍କୁ ବଳାତ୍କାର ମାମଲା; ୮ବର୍ଷ ପରେ ତରୁଣ ତେଜପାଲଙ୍କୁ ଦୋଷମୁକ୍ତ କଲେ ଗୋଆ ଦୌରା ଜଜ୍‌ କୋର୍ଟ

– ମିଗ୍‌-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍‌ ମୃତ

– ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪ ହଜାର ୨୦୯ ଜଣଙ୍କ ମୃତ୍ୟୁ

– ଗଡ଼ଚିରୋଲିରେ ଗୁଳିବିନିମୟ; ପୁଲିସ ଗୁଳିରେ ୧୩ ମାଓବାଦୀ ନିହତ

– ଭାରତରେ ୫୦% ଲୋକ ତୁଣ୍ଡି ପିନ୍ଧନ୍ତି ନାହିଁ, ୧୦୦ରେ ୭ ଜଣ ଠିକ ଭାବରେ ପିନ୍ଧନ୍ତି

– ଆଣ୍ଟାର୍କଟିକା ବରଫ ଚଟାଣରୁ ଭାଙ୍ଗିଲା ବିଶ୍ୱର ସର୍ବବୃହତ ବରଫ ଖଣ୍ଡ, ଦିଲ୍ଲୀଠାରୁ ତିନିଗୁଣ ଆକାରରେ ବଡ

– ୨୦୨୪-୨୫ ସୁଦ୍ଧା ଆସିବ ଉଡନ୍ତା ଟାକ୍ସି

– ଭାରତ ବାୟୋଟେକର ବଡ ଘୋଷଣା- କୋଭାକ୍ସିନ ଟିକା ଉତ୍ପାଦନ ଆଉ ୨୦ କୋଟି ବୃଦ୍ଧିପାଇବ

– ଇସ୍ରାଏଲ-ହାମାସ୍‍ ମଧ୍ୟରେ ଯୁଦ୍ଧବିରତି ପାଇଁ ସହମତି; ୧୧ ଦିନ ଲଢେଇ ପରେ ଗାଜାକୁ ଶାନ୍ତି ଫେରିବା ଆଶା

ରାଜ୍ୟ ଖବର

 ପୁଣି ରେକର୍ଡ : ୧୨ ହଜାର ୫୨୩ ନୂଆ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୮୪୨

– ରାଜ୍ୟରେ ଆଖି ବୁଜିଲେ ଆଉ ୨୭ ଆକ୍ରାନ୍ତ

-ସମ୍ବଲପୁରୀ ଚଳଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ

-କରୋନା ରୋଗୀ ଚିହ୍ନଟ ପାଇଁ ଉପକରଣ ବଣ୍ଟନ

Comments are closed.