ଦିନ ୧୨ଟା – ମୁଖ୍ୟ ଖବର

ଦେଶରେ ଦିନକରେ ଆଉ ୪୧,୮୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ମୋଟ ପଜିଟିଭ ସଂଖ୍ୟା ୩,୧୬,୫୫,୮୨୪କୁ ବୃଦ୍ଧି

ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୪୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୪,୩୫୧

୨୪ ଘଣ୍ଟାରେ ଆଉ ୩୯,୨୫୮ ସୁସ୍ଥ ହୋଇଥିବା ବେଳେ ମୋଟ ୩,୦୮,୨୦,୫୨୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ; ସୁସ୍ଥତା ହାର ୯୭.୩୬%

ଏବେ ଦେଶରେ ୪,୧୦,୯୫୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୧.୩୦%

ସପ୍ତାହିକ ସଂକ୍ରମଣ ହାର ୫% ତଳକୁ ରହିଥିବା ବେଳେ ବର୍ତ୍ତମାନ ଏହା ୨.୪୨%

ଦୈନିକ ପଜିଟିଭ ହାର ୨.୩୪%

ଦିନକରେ ୬୦,୧୫,୮୪୨ ଟିକା କରଣ ହୋଇଥିବା ବେଳେ ଏଯାଏଁ ୪୭,୦୨,୯୮,୫୯୬ ଟିକା କରଣ ହୋଇସାରିଛି

୨୪ ଘଣ୍ଟାରେ ୧୭,୮୯,୪୭୨ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୬,୮୨,୧୬,୫୧୦ ନମୁନା ପରୀକ୍ଷା କରାଯାଇ ସାରିଛି

ଅଗଷ୍ଟ ୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

ଅସହ୍ୟ ହେଲା ମା’ ଅତ୍ୟାଚାର, ଥାନାରେ ଭାଇଭଉଣୀ ; ଚନ୍ଦ୍ରଶେଖରପୁର ଥାନାରେ ଏତଲା

ଦିନକୁ ସାଢ଼େ ୩ଲକ୍ଷ ଟିକାକରଣ କର: ଏସିଏସ୍‌

ରାଜ୍ୟରେ ଆଉ ନୂଆ ସଂକ୍ରମିତ ୧୪୩୭ ; ସଙ୍ଗରୋଧରୁ ୮୩୨, ସ୍ଥାନୀୟ ୬୦୫, ଖୋର୍ଦ୍ଧାରୁ ସର୍ବାଧିକ ୪୦୯

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୭୮,୭୦୫କୁ ବୃଦ୍ଧି

୯,୫୬,୮୨୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

୧୫,୮୫୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ରାଜ୍ୟରେ ଆଉ ୬୪ ଆକ୍ରାନ୍ତ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୫୯୬୬

ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ

ସଂସଦ ଅଚଳ, କ୍ଷତି ୧୩୩ କୋଟି

ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମିଜୋରାମ ପୁଲିସର ଏତଲା

ସେମିରେ ହାରିଲେ ସିନ୍ଧୁ, କାଂସ୍ୟ ପାଇଁ ଆଜି ଖେଳିବେ

ମହିଳା ହକି: ବନ୍ଦନାଙ୍କ ହ୍ୟାଟ୍ରିକ୍‌, କ୍ବାର୍ଟରରେ ଭାରତ

ମହିଳା ଡିସ୍‌କସ୍‌: ଫାଇନାଲରେ କମଲପ୍ରୀତ୍‌

ଶତାୟୁ ଧାବିକା ମନ୍‌ କୌରଙ୍କ ଦେହାନ୍ତ

Comments are closed.