ଦିନ ୧୧ଟା – ମୁଖ୍ୟ ଖବର

ସଂସଦରେ ଆସିବ କ୍ରିପ୍ଟୋକରେନ୍ସି ବିଲ୍‍; ସରକାର ଆନୁଷ୍ଠାନିକ ଡିଜିଟାଲ ମୁଦ୍ରା ବ୍ୟବସ୍ଥା ସୃଷ୍ଟିକରିବେ

ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ

ଡିସେମ୍ବର ୯ରେ ଗଣତନ୍ତ୍ର ଉପରେ ବିଶ୍ୱ ସମ୍ମିଳନୀ: ଚୀନକୁ ଡାକିଲେ ନାହିଁ ବାଇଡେନ

ରାଜ୍ୟରେ ପୁଣି ମୁଣ୍ଡ ଟେକିଲା ସଂକ୍ରମଣ; ଦିନକରେ ୨୮୮ ଚିହ୍ନଟ

ସଂଗରୋଧରୁ ୧୬୬ ଓ ସ୍ଥାନୀୟ ସଂକ୍ରମିତ ୧୨୨

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୫୩ ଜଣ

ବରଗଡରୁ ୧, ଭଦ୍ରକ ୭, ବଲାଙ୍ଗିର ୩, ବଉଦ ୧, କଟକ ୨୧, ଦେବଗଡ ୧, ଢେଙ୍କାନାଳ ୪ ଓ ଗଜପତିରୁ ୫ ଚିହ୍ନଟ

ଗଞ୍ଜାମରୁ ୨, ଜଗତସିଂହପୁର ୨, ଯାଜପୁର ୧୦, ଝାରସୁଗୁଡା ୨, କଳାହାଣ୍ଡି ୧, କେନ୍ଦ୍ରାପଡା ୮, କେନ୍ଦୁଝର ୧, ଖୋର୍ଦ୍ଧାରେ ୧୩୦ ଚିହ୍ନଟ ହୋଇଛନ୍ତି

ମାଲକାନଗିରି ୧, ମୟୁରଭଞ୍ଜ ୧୨, ନୟାଗଡ ୬, ପୁରୀ ୧୫, ସମ୍ବଲପୁର ୧୭, ସୁନ୍ଦରଗଡ ୧୧ ଓ ଷ୍ଟେଟପୁଲରୁ ୨୭ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକ ମଧ୍ୟରେ ୨୫୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୨୨୨୧ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି

ଶ୍ରୀମନ୍ଦିର ପରିକ୍ରମା ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ

ଦେଶରେ ଚିହ୍ନଟ ହେଲେ ୯୨୮୩ ନୂଆ କରୋନା ଆକ୍ରାନ୍ତ; ୪୩୭ ମୃତ

ଦିନକ ମଧ୍ୟରେ ଦେଶରେ କରୋନାରୁ ୧୦,୯୪୯ ଜଣ ସୁସ୍ଥ ହୋଇଛନ୍ତି

କରୋନାରୁ ଆରୋଗ୍ୟ ହର ୯୮.୩୩% ରହିଛି

ଦୈନିକ ସଂକ୍ରମଣ ୦.୮୦% ଏବଂ ସାପ୍ତାହିକ ହାର ୦.୯୩%

ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୬୩.୪୭ କୋଟି ନମୁନା ପରୀକ୍ଷା କରାଯାଇଛି

ସେହି ସମୟ ମଧ୍ୟରେ ୧୧୮.୪୪ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

ଶିଖ ସମୁଦାୟର ମାନସିକତାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ କଙ୍ଗନାଙ୍କ ନାମରେ ଏତଲା ଦାଏର

ଭୁବନେଶ୍ୱରରେ ଆରମ୍ଭ ହେଲା ଜୁନିୟର ବିଶ୍ୱକପ ହକି ; ବେଲଜିୟମ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଉଦଘାଟନି ମ୍ୟାଚ

Comments are closed.