ଦିନ ୧୦ଟା – ମୁଖ୍ୟ ଖବର

ନୂଆଦିଲ୍ଲୀ : ଦେଶରେ ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ଟିପଲା ୨.୫୯ଲକ୍ଷ ; ମୃତ ୪,୨୦୯
ଭାରତରେ ୫୦% ଲୋକ ତୁଣ୍ଡି ପିନ୍ଧନ୍ତି ନାହିଁ, ୧୦୦ରେ ୭ ଜଣ ଠିକ ଭାବରେ ପିନ୍ଧନ୍ତି

ଆଣ୍ଟାର୍କଟିକା ବରଫ ଚଟାଣରୁ ଭାଙ୍ଗିଲା ବିଶ୍ୱର ସର୍ବବୃହତ ବରଫ ଖଣ୍ଡ, ଦିଲ୍ଲୀଠାରୁ ତିନିଗୁଣ ଆକାରରରେ ବଡ
୨୦୨୪-୨୫ ସୁଦ୍ଧା ଆସିବ ଉଡନ୍ତା ଟାକ୍ସି
ଭାରତ ବାୟୋଟେକର ବଡ ଘୋଷଣା- କୋଭାକ୍ସିନ ଟିକା ଉତ୍ପାଦନ ଆଉ ୨୦ କୋଟି ବୃଦ୍ଧିପାଇବ
ଇସ୍ରାଏଲ-ହାମାସ୍‍ ମଧ୍ୟରେ ଯୁଦ୍ଧବିରତି ପାଇଁ ସହମତି; ୧୧ ଦିନ ଲଢେଇ ପରେ ଗାଜାକୁ ଶାନ୍ତି ଫେରିବା ଆଶା
ପୁଣି ରେକର୍ଡ : ୧୨ ହଜାର ୫୨୩ ନୂଆ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୮୪୨
ବଜ୍ରପାତରେ ନାବାଳକ ମୃତ, ୩ ଗୁରୁତର

Comments are closed.