ଦିନ ୧୦ଟା – ମୁଖ୍ୟ ଖବର

ରାଜ୍ୟରେ ଶୁକ୍ରବାର ଦିନକ ମଧ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ;  ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୮୨୩କୁ ବୃଦ୍ଧି ;  କଟକ ଜିଲାରେ ସର୍ବାଧିକ ୧୫

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୬୫୭ ଓ ସ୍ଥାନୀୟ ସଂକ୍ରମିତ ୪୭୫

ଦିନକ ମଧ୍ୟରେ ରାଜ୍ୟରେ ୧୨୪୩ ଜଣ କରୋନାରୁ ସୁସ୍ଥ ; ସଂପ୍ରତି ରାଜ୍ୟରେ ୧୦୬୩୨ ଜଣ ସକ୍ରିୟ ସଂକ୍ରମିତ

ଆଜି +୨ କଳା ଓ ଧନ୍ଦାମୂଳକ ଫଳ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮,୬୬୭ ଜଣ ନୂଆ କରୋନା ସଂକ୍ରମିତ

ଦିନକ ମଧ୍ୟରେ ୩୫,୭୪୩ ଜଣ ସୁସ୍ଥ ; ଦେଶରେ ଆରୋଗ୍ୟ ହାର ୯୭.୪୫%

ଦେଶରେ ମୋଟ ୩,୧୩,୩୮,୦୮୮ ଜଣ ସୁସ୍ଥ

ଦେଶରେ ଦୈନିକ ସଂକ୍ରମଣ ହାର ୧.୭୩% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୦୫%

ଗତ ଶୁକ୍ରବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୪୯.୧୭ କୋଟି ନମୁନା ପରୀକ୍ଷା କରାଯାଇଛି

ଏହି ସମୟ ମଧ୍ୟରେ ୫୩.୬୧ କୋଟି ଟିକା ଦିଆଯାଇଛି

ଆଫଗାନ ଜନସାଧାରଣଙ୍କୁ ସହାୟତା ପାଇଁ ଭାରତର କାର୍ୟ୍ୟକୁ ତାରିଫ କଲେ ତାଲିବାନ ମୁଖପାତ୍ର
ଆଫଗାନରେ ଭାରତର ସାମରିକ ଉପସ୍ଥିତି ଗ୍ରହଣୀୟ ନୁହେଁ; ପାକିସ୍ତାନ ଆତଙ୍କି ଗୋଷ୍ଠୀ ସହ ସଂପର୍କକୁ ଅସ୍ୱୀକାର

କାବୁଲ ଟଳମଳ, ଇସ୍ତଫା ଦେବେ ଘନି

୧୭୫୫ ଅମ୍ଳଜାନ ଉତ୍ପାଦନ କେନ୍ଦ୍ର ସ୍ଥାପନ ପାଇଁ ୭୩୦୦ କୋଟି ଅନୁମୋଦନ

ଟିକାକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ପ୍ରଚାର, ୩୦୦ ଆକାଉଣ୍ଟ ବନ୍ଦ କଲା ଫେସବୁକ୍‌

 

Comments are closed.