ଦିନ ୧୦ଟା – ମୁଖ୍ୟ ଖବର

ରାଜ୍ୟରେ ଆଉ ନୂଆ ସଂକ୍ରମିତ ୧୪୩୭ ; ସଙ୍ଗରୋଧରୁ ୮୩୨, ସ୍ଥାନୀୟ ୬୦୫, ଖୋର୍ଦ୍ଧାରୁ ସର୍ବାଧିକ ୪୦୯

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୭୮,୭୦୫କୁ ବୃଦ୍ଧି

୯,୫୬,୮୨୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

୧୫,୮୫୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ରାଜ୍ୟରେ ଆଉ ୬୪ ଆକ୍ରାନ୍ତ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୫୯୬୬

ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ

ସଂସଦ ଅଚଳ, କ୍ଷତି ୧୩୩ କୋଟି

ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମିଜୋରାମ ପୁଲିସର ଏତଲା

ସେମିରେ ହାରିଲେ ସିନ୍ଧୁ, କାଂସ୍ୟ ପାଇଁ ଆଜି ଖେଳିବେ

ମହିଳା ହକି: ବନ୍ଦନାଙ୍କ ହ୍ୟାଟ୍ରିକ୍‌, କ୍ବାର୍ଟରରେ ଭାରତ

ମହିଳା ଡିସ୍‌କସ୍‌: ଫାଇନାଲରେ କମଲପ୍ରୀତ୍‌

ଶତାୟୁ ଧାବିକା ମନ୍‌ କୌରଙ୍କ ଦେହାନ୍ତ

Comments are closed.