ଦିନ ୧୦ଟା – ମୁଖ୍ୟ ଖବର

ଟିକା କୂଟନୀତି କରି ମୋଦି ଏବେ ବିଶ୍ୱନେତା ପାଲଟି ଯାଇଛନ୍ତି ; ପ୍ରଧାନମନ୍ତ୍ରୀଙ୍କୁ ଯଶବନ୍ତ ସିହ୍ନାଙ୍କ ଆକ୍ଷେ

ସଲମନଙ୍କ ‘ରାଧେ’ ଚଳଚ୍ଚିତ୍ରର ସିଟି ମାର୍‍ ଗୀତରେ ନାଚିଲେ ଡାକ୍ତରୀଦଳ

ନୂଆ ଭାରିଆଣ୍ଟ ପାଇଁ ଫଳପ୍ରଦ ହେଉଛି କୋଭାକ୍ସିନ

ୟୁଏଫଓକୁ ଠାବକଲା ଆମେରିକୀୟ ଜାହାଜ ; ସମୁଦ୍ର ଜଳରାଶିରେ ଅଦୃଶ୍ୟ ହୋଇଗଲା

ଇସ୍ରାଏଲ-ଗାଜା ପରିସ୍ଥିତିକୁ ନେଇ ଇସଲାମୀୟ ରାଷ୍ଟ୍ରସମୂହର ଜରୁରୀ ବୈଠକ

ଚୀନରୁ ଆସିଲା ୩୬୦୦ ଅମ୍ଳଜାନ ସାନ୍ଦ୍ରକ

ରାଜ୍ୟରେ ୨୪ ଘଣ୍ଟାରେ ୧୦୭୫୭ ନୂଆ ସଂକ୍ରମିତ ଚିହ୍ନଟ; କଟକରୁ ସର୍ବାଧିକ ୯୭୩

କରୋନା ଆକ୍ରାନ୍ତଙ୍କ ତଥ୍ୟ ଲୁଚାଇଲେ କାର୍ଯ୍ୟାନୁଷ୍ଠାନ

କେବେ ଶୀର୍ଷ ଛୁଇଁବ ଆକଳନ କରିବା କଷ୍ଟ: ଜନସ୍ୱାସ୍ଥ୍ୟ ନିର୍ଦେଶକ

 

 

 

Comments are closed.