ଦିନ ୧୦ଟା – ମୁଖ୍ୟ ଖବର

ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୧୧୯୨ ଓ ସ୍ଥାନୀୟ ସଂକ୍ରମିତ ୮୮୨

ଏପର୍ୟ୍ୟନ୍ତ ମୋଟ ୧୪୭୭୨୯୩୮ ନମୁନା ପରୀକ୍ଷା

ଓଡ଼ିଶାରେ କରୋନାରୁ ମୋଟ ୯୧୮୦୪୧ ସୁସ୍ଥ

୨୪ ଘଣ୍ଟାରେ ରାଜ୍ୟରେ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଖୋର୍ଦ୍ଧାରୁ ସର୍ବାଧିକ ୨୦

ସରକାରୀ ଚାକିରିରେ ଥିବା ସମୟରେ ଆତଙ୍କିଙ୍କ ପାଇଁ ପାଣ୍ଠି ଯୋଗାଡ କରୁଥିଲେ ସୟଦ ସଲାହଉଦ୍ଦିନଙ୍କ ପୁଅ

ଭାରତରେ ୨୦୨୬ ବ୍ୟାଡମିଣ୍ଟନ୍‌ ବିଶ୍ବ ଚମ୍ପିଆନସିପ୍‌

ପୁଲୱାମାରେ ଗୁଳି ବିନିମୟ; ପାକିସ୍ତାନୀ ଲସ୍କର କମାଣ୍ଡର ସମେତ ୩ ନିହତ

ଜମ୍ମୁ ସୀମାରେ ଡ୍ରୋନ ଠାବ; ସୀମା ସୁରକ୍ଷା ବାହିନୀର ଗୁଳିଚାଳନା ପରେ ପାକିସ୍ତାନ ପଟକୁ ଫେରିଗଲା

୧୪୦୦୦ ଟି୨୦ ରନ୍ କରିବାରେ ଗେଲ୍‌ ବିଶ୍ବରେ ପ୍ରଥମ

Comments
Loading...