ଦିନ ୧୦ଟା – ମୁଖ୍ୟ ଖବର

ୟୁରୋ କପ୍‌ : ଫାଇନାଲରେ ଇଟାଲୀ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା

ଦ୍ବିତୀୟ ସେମିଫାଇନାଲରେ ଡେନମାର୍କକୁ ପରାସ୍ତ କରି ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛି

ରାଜ୍ୟରେ ୨୪ ଘଣ୍ଟାରେ ୫୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଖୋର୍ଦ୍ଧାରୁ ସର୍ବାଧିକ ୧୦ ମୃତ

ରାଜ୍ୟରେ ୨୫୪୨ ନୂଆ ଆକ୍ରାନ୍ତ ଚିହ୍ନଟ; ସଂଗରୋଧରୁ ୧୪୫୮ ଓ ସ୍ଥାନୀୟ ସଂକ୍ରମିତ ୧୦୮୪

ବରିଷ୍ଠ କଂଗ୍ରେସ ନେତା ତଥା ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପରଲୋକ

ଦେଶରେ ଦିନକରେ ଚିହ୍ନଟ ହେଲେ ୪୫,୮୯୨ କୋଭିଡ ଆକ୍ରାନ୍ତ

ଅଗଷ୍ଟ ୧୫ରୁ ରାଜ୍ୟରେ ‘ଏକ୍‌ମୋ‘ ଚିକିତ୍ସା ; ଏସ୍‌ସିବିରେ ଲାଗିବ ୯ ଯନ୍ତ୍ର

Comments are closed.