ଦିନ ୧୦ଟା – ମୁଖ୍ୟ ଖବର

ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୫୪୬ ଏବଂ ସ୍ଥାନୀୟ ସଂକ୍ରମିତ ୧୯୨୩

ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୧୨

ଡେଲଟା ଭାରିଆଣ୍ଟ ଦୁଇମାସରେ ରୂପ ବଦଳାଇବ ; ସେରୋସର୍ଭେ ଉପରେ ଗୁରୁତ୍ୱ

କୋଭିଡ ବର୍ଜ୍ୟ ଦୁଇମାସରେ ୪୬% ବଢିଛି ; ଦକ୍ଷିଣ ଭାରତ, ବିହାର, କର୍ଣ୍ଣାଟକରୁ ବାହାରୁଛି ସର୍ବାଧିକ ପରିମାଣର ବାୟୋମେଡିକାଲ ବର୍ଜ୍ୟ

ମୁହଁ ଖୋଲିଲେ ରାଜ କୁନ୍ଦ୍ରା; ପ୍ରଥମ ପତ୍ନୀଙ୍କ ବିରୋଧରେ କହିଲେ ସାଂଘାତିକ କଥା

ରୋଗିଣା ମାଲିକାଣୀଙ୍କ ଆମ୍ବୁଲାନ୍ସ ପଛରେ ଧାଇଁଲା ; ଡାକ୍ତରଖାନା ପର୍ୟ୍ୟନ୍ତ ପିଛାକରି ପହଞ୍ଚିଲା

ପାକିସ୍ତାନର ଉପହାର କେହି ନେଲେନାହିଁ ; ୩୨ଟି ରାଷ୍ଟ୍ରର ମୁଖ୍ୟଙ୍କ ନିକଟକୁ ଆମ୍ବ ପଠାଇଥିଲା ପାକିସ୍ତାନ

ଚୀନର ନୂଆ ଆଇନ; ଦେଶର ଯବାନଙ୍କୁ ସମାଲୋଚନା କରାଯାଇପାରିବ ନାହିଁ

ବୈଷ୍ଣୋଦେବୀ ପୀଠ ନିକଟରେ ତିଆରି ହେବ ଡିଜନିଲ୍ୟାଣ୍ଡ ; ପ୍ରଦର୍ଶିତ ହେବ ଭାରତୀୟ ପୁରାଣ କଥା

ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ଅର୍ଜନ କଲେ ମୀରାବାଈ ଚାନୁ

ଫ୍ରେଞ୍ଚ ଓପନ – ପ୍ରଥମ ଗ୍ରାଣ୍ଡସ୍ଲାମ ଜିତିଲେ କ୍ରେସିକୋଭା

ନାଦାଲ ପରାସ୍ତ: ଆଜି ଜୋକୋଭିକ୍‍-ସିସିପାସ୍‍ ଫାଇନାଲ

Comments are closed.