ବଜ୍ରପାତରେ ବଳଦ ମୃତ

ପାଟଣା- ଶନିବାପ ସନ୍ଧ୍ୟାରେ ପାଟଣା ଓ ଢେଙ୍କିକୋଟ ଅଞ୍ଚଳ ରେ ଘନ ଘନ ବଜ୍ରପାତ ଓ ମୁଷଳ ଧାରାରେ ବର୍ଷା ଜାରି ଥିବା ବେଳେ ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜୀ ଗ୍ରାମରେ ବଜ୍ରପାତ ହେବାରୁ ଶିବନାଥ ମହାନ୍ତ ଙ୍କ ଗୋଟିଏ ବଳଦ ର ମୃତ୍ୟୁ ଘଟିଥିବା ଜଣାପଡିଛି। ବଳଦ ଟି ସନ୍ଧ୍ୟା ସମୟରେ ଘର ପାଖ ବାଉଁଶ ବୁଦାରୁ ବାଉଁଶ ପତର ଖାଉଥିବା ବେଳେ ସେଠାରେ ବଜ୍ରପାତ ହେବାରୁ ବଳଦ ଟି ର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Comments are closed.