ଆତ୍ମ​​ନିର୍ଭର ଭାରତକୁ ଲତାଜୀଙ୍କ ସାଲ୍ୟୁଟ୍ : ଗାଇଲେ ‘ଜୟେତୁ ଭାରତମ୍’  

ମୁମ୍ବଇ : ପ୍ରଖ୍ୟାତ କିମ୍ବଦନ୍ତୀ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେସର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମ ​​ନିର୍ଭର ଭାରତକୁ ଉଚ୍ଚ ପ୍ରଶଂସା କରି ସାଲ୍ୟୁଟ୍ ଜଣାଇଛନ୍ତି ।
ଆତ୍ମ ​​ନିର୍ଭର ଭାରତକୁ ଏକ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଭାବେ ବର୍ଣ୍ଣନା କରି ସେ ସାଲ୍ୟୁଟ୍ ଜଣାଇବା ସହ ଗାଇଛନ୍ତି ‘ଜୟେତୁ ଭାରତମ୍’ । ସେ ଏହି ଗୀତକୁ ଭାରତ ଜନତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉତ୍ସର୍ଗ କରିଛନ୍ତି ।

Comments are closed.