ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଷ୍ଟାଫ ନର୍ସ କରୋନା ପଜିଟିଭ ଚିହ୍ନଟ

କୋରାପୁଟ: ଷ୍ଟାଫ ନର୍ସ ଓ ସୁରକ୍ଷା କର୍ମୀ କରୋନା ପଜିଟିଭ ଚିହ୍ନଟ ହେବାପରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଓପିଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। କେବେଳ ଜରୁରୀକାଳୀନ ବିଭାଗରେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯିବ। ତେବେ, ମେଡିକାଲର ଜେନେରାଲ, ପେଡିଆଟ୍ରିକ ଓ ଲେବର ରୁମ ଖୋଲାରହିବ ବୋଲି ମେଡିକାଲ କର୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

Comments are closed.