ମୁଖ୍ୟ ଶାସନ ସଚିବ, ୫ଟି ସଚିବଙ୍କ ଅମ୍ବାଗୁଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

କୋରାପୁଟ : ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭି.କେ ପାଣ୍ଡିଆନ, ଏନଏଚଏମ ନିଦେ୍ର୍ଦଶିକା ଶାଳୀନ ପଣ୍ଡିତ ଆଜି କୋରାପୁଟ ଜିଲାର ଅମ୍ବାଗୁଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ବିଦ୍ୟାଳୟରେ ସମସ୍ତ ସବୁଧା, ଭିତ୍ତିଭୂମି ଥିବା ବିଦ୍ୟାଳୟକୁ ଏକ ଆଧୁନିକ ଶିକ୍ଷା କେନ୍ଦ୍ରରେ ପରିଣତ କରାଯିବ । ବର୍ତ୍ତମାନ ପ୍ରାୟ ୫୫୦ ଛାତ୍ରଛାତ୍ରୀ ଏହି ହାଇସ୍କୁଲରେ ଅଧ୍ୟୟନ କରୁଛନ୍ତି ।

Comments are closed.