ଆଜିଠୁ ଖୋଲିଲା ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର

ଭୁବନେଶ୍ବର : ‘ଫନି’ ପାଇଁ ଦୀର୍ଘ ୧୧ ଦିନ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ ରହିଥିଲା। ଏହା ମଙ୍ଗଳବାର ଦିନ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି। ମନ୍ଦିର ଖୋଲିବା ନେଇ ଏଏସ୍‌ଆଇ ଡିଜି ସୂଚନା ଦେଇଥିଲେ। ଗତ ୩ ତାରିଖ ‘ଫନି’ ବାତ୍ୟା ପ୍ରଭାବରେ ମନ୍ଦିର ପରିସର ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା। ଏହାସହ ବଡ ବଡ ଗଛ ସବୁ ଉପୁଡି ପଡିଥିଲା। ଏହାଦ୍ବାରା କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଥିଲା।

 

Comments are closed.