ନାବାଳିକା ଅପହରଣ ଅଭିଯୋଗ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ଅଞ୍ଚଳରେ ଗୁରୁବାର ଜନୈକା ନାବାଳିକାଙ୍କୁ ଅପହରଣ କରିବା ନେଇ ବଡ଼ସାହି ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ସୋରେନ(୨୦) ନାମକ ଜଣେ ଯୁବକଙ୍କ ନାମରେ ଏହି ଅଭିଯୋଗ ଆଣିଛନ୍ତି। ଏନେଇ ପୁଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Comments are closed.