ଏସଆଇଙ୍କୁ ବାଧ୍ୟତାମୂଳକ ଅବସର

ଖୋର୍ଦ୍ଧା: ରାଜ୍ୟ ସରକାର ଏସଆଇ ବନମାଳୀ ନାୟକଙ୍କୁ ଗୁରୁବାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ବନମାଳୀଙ୍କ ନାଁରେ ୯ଟି ମାମଲା ଥିବାବେଳେ ସେଥିମଧ୍ୟରୁ ୨ଟି ଭଜିଲାନ୍ସ ମାମଲା ରହିଥିଲା। ତେଣୁ ଚାକିରିକୁ ୪ ବର୍ଷ ବାକି ଥିବା ସତ୍ତ୍ବେ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଏସପି ସୂଚନା ଦେଇଛନ୍ତି।

 

Comments are closed.