ଅଭିଯୁକ୍ତ ମା’କୁ ଲାଞ୍ଚ ମାଗି ମହିଳା ଏସଆଇ ନିଲମ୍ବିତ

ଖୋର୍ଦ୍ଧା : ଅଭିଯୁକ୍ତ ମାଆକୁ ଲାଞ୍ଚ ମଗିବା ପୁଲିସକୁ ମହଙ୍ଗା ପଡ଼ିଛ। ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଏସଆଇ ଜଣେ ଅଭିଯୁକ୍ତ ମାଆଙ୍କୁ ଲାଞ୍ଚ ମାଗିଥିଲେ। ଏହାର ଏକ ଅଡିଓ ଦୁଇ ଦିନ ତଳେ ଭାଇରାଲ ହୋଇଥିଲା। ଘଟଣାର ତଦନ୍ତ ପରେ ଖୋର୍ଦ୍ଧା ଏସପି ଏସଆଇ ସୁଜତା ପଲେଇଙ୍କୁ ନିଲମ୍ବିତ କରିଛନ୍ତି ।

Comments are closed.