ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ; ଆଜି ୬ ଘଣ୍ଟିଆ ଖଇରା ବନ୍ଦ

ଖଇରା : ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ସୌମ୍ୟଙ୍କ ପରିବାରକୁ ନ୍ୟାୟ ଦାବିରେ ଆଜି ୬ ଘଣ୍ଟିଆ ଖଇରା ବନ୍ଦ ଦିଆଯାଇଛି। ଖଇରା ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ସକାଳ ୬ରୁ ଦିନ ୧୨ଟା ପର୍ୟ୍ୟନ୍ତ ବନ୍ଦ ପାଳନ ହେବା ସହ ତଦନ୍ତ ପ୍ରକ୍ରିୟା ନ ଆଗେଇବା ଓ ଦୋଷୀ ଚିହ୍ନଟ ନ ହେବାକୁ ନେଇ ଅସନ୍ତୋଷ ପରିସ୍ଥିତ ସୃଷ୍ଟି ହୋଇଥିବା ଦେଖାଯାଇଛି।

Comments are closed.