ଘରେ ଶୋଇଥିବା ବେଳେ ସ୍ୱାମୀ-ସ୍ତ୍ରୀ ଜୀବନ୍ତ ଦଗ୍ଧ

କେନ୍ଦୁଝର : ଘରେ ଶୋଇଥିବା ବେଳେ ସ୍ୱାମୀ-ସ୍ତ୍ରୀ ଜୀବନ୍ତ ଦଗ୍ଧ । ଏଭଳି ଏକ ଅଭାବନୀୟ ଘଟଣା ବାମେବାରୀ ଥାନା ବଳଦା ଗାଁରେ ଘଟିଥିବା ନେଇ ଆଜି ଖବର ମିଳିଛି। ସର୍ଟ ସର୍କିଟରୁ ପୋଡି ହୋଇ ଉଭୟଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.