କାର୍ତ୍ତିକ ପୁର୍ଣିମା ନିମନ୍ତେ ପ୍ରସ୍ତୁତି ବୈଠକ

ସାକ୍ଷୀଗୋପାଳ :  ଲୋକକଳାଗ୍ରାମ ସାରଙ୍ଗଯୋଡିର ପଞ୍ଚାୟତ ସଭାଗୃହରେ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ସରକାରଙ୍କ  ତରଫରୁ  ଆୟୋଜିତ ହେବାକୁ ଥିବା କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଛି । ସରପଞ୍ଚ ଚଞ୍ଚଳା ପାଣି ସମିତି ସଭ୍ୟ ନିରୁପମା ବେହେରା, ସଭାପତି ଲିଙ୍ଗରାଜ ସାହୁ ,ସମାଜସେବୀ ଲକ୍ଷ୍ମୀଧର ମିଶ୍ର,  ଦୁର୍ଗେଶ  ପ୍ରସାଦ ମିଶ୍ର, ଶଙ୍କର ବେହେରା, ବେବୀଲାଲ ମିଶ୍ର, ବାବୁଲି ଦାସ, ସସ୍ମିତା ମିଶ୍ର, ମିନତୀ ବେହେରା, ସବିତା ପଲେଇ, କୈଳାସ ଗୋଟିପୁଅ ଓଡିଶୀନୃତ୍ୟ ପରିଷଦର ସମ୍ପାଦକ କୈଳାସ ଚନ୍ଦ୍ର ବିଶ୍ଵାଳ, ଅଭିମନ୍ୟୁ ନାୟକ, ନୀଳକଣ୍ଠ  ଚିନରା, ସୁବାଷ ମାଟି, ଏବଂ ସତ୍ୟବାଦୀ ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ରମେଶ ଚନ୍ଦ୍ର ପଲେଇ ପ୍ରମୁଖ ଏହି ବୈଠକରେ  ଉପସ୍ଥିତ ଥିଲେ।

Comments are closed.