MEllora 950×100

ଜଙ୍ଗଲ ମଞ୍ଚ ପକ୍ଷରୁ ଆଶା କର୍ମୀଙ୍କୁ କରୋନା କିଟ୍ ପ୍ରଦାନ

କଣ୍ଟାମାଳ : ବ୍ଳକ ସ୍ତରୀୟ ସ୍ୱାଧୀନତା ଦିବସର ପତକା ଉତ୍ତୋଳନ ଉତ୍ସବ ଅବସରରେ ଆଶା କର୍ମୀ ମାନଙ୍କୁ କରୋନା କିଟ୍ ର ବଣ୍ଟନର ଶୁଭାରମ୍ଭ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଯଜେ୍ଞଶ୍ୱରୀ ପ୍ରଧାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇ ଯାଇଛି । ଏଫଇଏସର ସହଯୋଗରେ ବୌଦ୍ଧ ଜିଲ୍ଲା ଜଙ୍ଗଲ ମଞ୍ଚ ତରଫରୁ କରୋନା ସମାଗ୍ରୀଭାବେ ଅକ୍ସିମିଟର, ଥର୍ମୋମିଟର, ସାନିଟାଇଜର, ଓ ତୁଣ୍ଡି ସାମଗ୍ରୀର କିଟ୍ ପ୍ରଦାନ କରାଯାଇ ଥିଲା । ଏହି ଉତ୍ସବରେ କଣ୍ଟମାାଳ ବିଡିଓ ବନ୍ଦନା ଖଟୁଆ ଏବଂ ଜିଲ୍ଲା ଜଙ୍ଗଲ ମଞ୍ଚର ଉପଦେଷ୍ଟା ଦିବ୍ୟଶଙ୍କର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.