ମହିଳା ମହାବିଦ୍ୟାଳୟରେ ଅଙ୍ଗଦାନ ମହତଦାନ ସଚେତନତା କାର୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି  : କଣ୍ଟାବାଞ୍ଜି ମାରୱାଡ଼ି ମହିଳା ସମିତି ଓ ମୋ କଲେଜ ଅଭିଯାନ ତରଫରୁ ମହିଳା ସ୍ନାତକ ମହାବିଦ୍ୟାଳୟରେ ଅଙ୍ଗଦାନ ମହତଦାନ ସଚେତନତା କାର୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି  । ଏହି କାର୍ୟ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମହିଳା ସମିତିର ସଭ୍ୟା ରେଖା ଅଗ୍ରୱାଲ, ଶିଳ୍ପା ଖଣ୍ଡେଲ୍ଵାଲ, ପୂନମ ଖଣ୍ଡେଲ୍ଵାଲ୍, ଲଲିତା ଖଣ୍ଡେଲ୍ୱାଲ,ସନ୍ତୋଷ ଜୈନ ପ୍ରମୁଖ ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ,ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Comments are closed.