ଜିଲ୍ଲା ପରିଷଦ ସଭାପତି ଓ ଉପାଧକ୍ଷାଙ୍କୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ପରିଷଦ ସଭାପତି ଦୀପିକା ସାହୁ ଓ ଉପାଧ୍ୟକ୍ଷା ମିଥିଲା ମାଝି, ବରିଷ୍ଠ ନେତା ଅଜୟ ଦାସଙ୍କ ତୁରେକେଲା ବ୍ଲକ ଗ୍ରସ୍ତ ସମୟରେ ତୁରେକେଲା ବ୍ଲକ ବିଜେଡ଼ି ତରଫରୁ ସଭାପତି ଆଶାଦୁଲ୍ଲା ଖାଁଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ସଭ୍ୟା ଜୋନ ନଂ ୧୦ ସମ ପାରବିନ, ବିଜେଡ଼ି ଜିଲ୍ଲା କାର୍ଯ୍ୟ କାରିଣୀ ସଭ୍ୟ ବିଶ୍ୱନାଥ ସାହୁ, ସମିତି ସଭ୍ୟ ଗିରିରାଜ ସିଂ ମାଝି, ବରିଷ୍ଠ ସଭ୍ୟ ଶ୍ରୀଧର ମାଝି, ଦିବା ମାଝି, ଯୁବ ବିଜେଡ଼ି ସଭାପତି ଶଶୀଧର ହିଁ ଆଲ, ଲକ୍ଷ୍ମଣ ପୁଟେଲ, ଦିବାକର ତାଣ୍ଡି ପ୍ରମୁଖ ଶତାଧିକ କର୍ମୀଙ୍କ ସହ ମହିଳା ସମ୍ବର୍ଦ୍ଧନା ଦେଇଥିଲେ। ପରେ ବ୍ଲକ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ଥିଲେ।

Comments are closed.