ବିଜେଡିର ମିଶ୍ରଣ ପର୍ବ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତର ଲାକାପାଇ ଗାଁରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେଡି ବ୍ଲକ ସଭାପତି ସୁନ୍ଦରରାଓ ବାଗଙ୍କ ନେତୃତ୍ୱରେ ଏମ ଧର୍ମେନ୍ଦ୍ର,ରମାକାନ୍ତ ପରିଛା,କିଶୋର ଚନ୍ଦ୍ର ପାଢ଼ୀ, ମାନସିଂ ଗରଡ଼ିଆ, ଆପାରାଓ ପ୍ରେରସିକା, ପୂର୍ବତନ ସରପଞ୍ଚ ହେଚ ହିଆଲ ସମେତ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ଲାକାପାଇ ଗାଁର ୮ ପରିବାର କଂଗ୍ରେସ ଦଳ ଛାଡି ବିଜେଡିରେ ମିଶିଥିଲେ ।

Comments are closed.