ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା ; ବିଜେପି ପକ୍ଷରୁ ୧୨ ଘଣ୍ଟା କଳାହାଣ୍ଡି ବନ୍ଦ ପାଳନ

କଳାହାଣ୍ଡି : ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟା କଳାହାଣ୍ଡି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ କରାଯାଉଛି। କାର୍ଯ୍ୟାନୁଷ୍ଠାନ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି, ସିବିଆଇ ତଦନ୍ତ ସହ ଦୋଷୀକୁ ଧରିବାକୁ ଦାବିରେ ବନ୍ଦ ପାଳନ କରାଯାଉଛି।

Comments are closed.