କଳାହାଣ୍ଡି ଜିଲାର ୫ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଆଇଏସ୍‌ଓ ପ୍ରମାଣପତ୍ର

ଭୁବନେଶ୍ବର: ଉଚ୍ଚ ମାନର ସମନ୍ୱିତ ଅଙ୍ଗନବାଡ଼ି ସେବା ପ୍ରଦାନକୁ ସୁନିଶ୍ଚିତ କରିବା ଏବଂ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କଳାହାଣ୍ଡି ଜିଲାର ୫ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଆଇ.ଏସ୍‌.ଓ ପ୍ରମାଣପତ୍ର ମିଳିଥିବାରୁ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ ଜିଲ୍ଲାପାଳ, କଳାହାଣ୍ଡିଙ୍କୁୁ ପ୍ରଶଂସା କରିଛନ୍ତି । ସମସ୍ତ ସରକାରୀ ବିଭାଗ ସମନ୍ୱିତ ଆର୍ଥିକ ପରିଚାଳନା ବ୍ୟବସ୍ଥା (ଆଇଏଫ୍‌ଏମ୍‌ଏସ୍‌)ର ଉପଯୋଗ ଦ୍ୱାରା ସମସ୍ତ ସରକାରୀ ଦେୟ ପୈଠ ଏବଂ ଅର୍ଥ ଗ୍ରହଣ ପାଇଁ ଇଲେକ୍‌ଟ୍ରୋନିକ୍‌ ପଦ୍ଧତି ଆପଣାଇବାକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଏ ସମ୍ପର୍କରେ ସବୁ ବିଭାଗକୁ ପତ୍ର ଲେଖିଛନ୍ତି ।

Comments are closed.