ମମିତା ମେହେର ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ : କେ ଗାଁ ଥାନା ଆଇଆଇସି ନିଲମ୍ବିତ

ମମିତା ମେହେର ହତ୍ୟା ମାମଲାରେ ପୁଲିସ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ  କଳାହାଣ୍ଡି କେଗାଁ ଥାନା ଆଇଆଇସି ଡମୁ ପରଜାଙ୍କୁ ନିଲମ୍ବିତ କରାଯାଇଛି ।ସୂଚନା ଯୋଗ୍ୟ ଆଇଆଇସି ମମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ରଖି ନ ଥିଲେ।

Comments are closed.