ଝାରସୁଗୁଡା:  ଦୁଇଦିନରେ ୬୭ ଆକ୍ରାନ୍ତ ଚିହ୍ନଟ, କୋରୋନା ସଂକ୍ରମିତ ସଂଖ୍ୟା ୪୫୩

ଝାରସୁଗୁଡା ଜିଲାରେ କୋରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୪୫୩ ରେ ପହଂଚିଛି । କେବଳ  ଗତ ଦୁଇଦିନ ରେ ୬୭ ଜଣଙ୍କ ଠାରେ କୋରୋନା ଭୁତାଣୁ ଚିନ୍ହଟ କରାଯାଇଛି ।  ଗତକାଲି ୩୩ ଓ ଆଜି ୩୪  ଜଣ ଚିହ୍ନଟ ହୋଇଛନ୍ତି ।  ଜିଲ୍ଲାରେ  ଆଜି ଯାଏ ଚିହ୍ନଟ ହୋଇଥିବା ମୋଟ ୪୫୩ ଆକ୍ରାନ୍ତ ଙ୍କ ମଧ୍ୟରୁ ୩୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଗଲେଣି । ମାତ୍ର ୧୦୦ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ।

Comments are closed.