‘ସମାଜ’ର ଶତବାର୍ଷିକ ଅବସରରେ ପୂର୍ବତନ ସାଂସଦ ବୈଜନ୍ତ ପଣ୍ଡାଙ୍କ ଶୁଭେଚ୍ଛା

କଟକ : ‘ସମାଜ’ର ଶତବାର୍ଷିକ ଅବସରରେ ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜନ୍ତ ପଣ୍ଡା ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ସତ୍ୟ ଓ ନିର୍ଭୀକ ଖବର ପ୍ରସାରଣ ତଥା ସମାଜକୁ ଦିଗଦର୍ଶନ ଦେବାରେ ଏହି ଖବରକାଗଜ ସର୍ବୋତ୍ତମ ଭୂମିକା ଗ୍ରହଣ କରିଆସିଛି ବୋଲି ସେ ନିଜ ଟ୍ବିୁଟ କରି କହିଛନ୍ତି ।

 

Comments are closed.