ନୂଆବର୍ଷ ୨୦୨୦: ଜାଣନ୍ତୁ ପ୍ରଥମ ମାସର ବ୍ରତ ଓ ଉତ୍ସବ ବିଷୟରେ….

ମାତ୍ର ଅଳ୍ପ କିଛି ଘଣ୍ଟା ପରେ ଶେଷ ହେବ ୨୦୧୯। ଆରମ୍ଭ ହେବ ନୂତନ ବର୍ଷ ୨୦୨୦। ସବୁଥର ଭଳି ଏଥର ମଧ୍ୟ ଜାନୁଆରୀ ମାସର କିଛି ବ୍ରତ ଏବଂ ଉତ୍ସବ ପାଳନ କରାଯିବ। ତେବେ​‌ ଆସନ୍ତୁ ଜାଣିବା ନୂଆ ବର୍ଷର ପ୍ରଥମ ମାସରେ କେଉଁ ତାରିଖରେ କେଉଁ ବ୍ରତ ବା ଉତ୍ସବ ପାଳନ କରାଯିବ।

ଜନୁଆରୀ ୧ ତାରିଖ ବୁଧବାର: ଇଂରାଜୀ ନୂତନ ବର୍ଷ

ଜନୁଆରୀ ୫ ତାରିଖ ରବିବାର: ଶାମ୍ବ ଦଶମୀ

ଜନୁଆରୀ ୬ ତାରିଖ ସୋମବାର: ପୌଷ ପୁତ୍ରଦା ଏକାଦଶୀ

ଜନୁଆରୀ ୮ ତାରିଖ ବୁଧବାର: ପ୍ରଦୋଷ ବ୍ରତ

ଜନୁଆରୀ ୧୦ ତାରିଖ ଶୁକ୍ରବାର: ଦେବାଭିଷେକ ପୂର୍ଣ୍ଣିମା

ଜନୁଆରୀ ୧୩ ତାରିଖ ସୋମବାର: ସଙ୍କଷ୍ଟୀ ଚତୁର୍ଥୀ

ଜନୁଆରୀ ୧୪ ତାରିଖ ମଙ୍ଗଳବାର: ମାସନ୍ତ

ଜନୁଆରୀ ୧୫ ତାରିଖ ବୁଧବାର: ମକର ସଂକ୍ରାନ୍ତି, ପୋଙ୍ଗଲ

ଜନୁଆରୀ ୨୦ ତାରିଖ ସୋମବାର: ଷଟ୍‌ତିଳା ଏକାଦଶୀ, ଓଳାଶୁଣୀ ଗୁମ୍ପାମେଳା

ଜନୁଆରୀ ୨୨ ତାରିଖ ବୁଧବାର: ପ୍ରଦୋଷ ବ୍ରତ

ଜନୁଆରୀ ୨୩ ତାରିଖ ଗୁରୁବାର: ନେତାଜୀ ଜୟନ୍ତୀ

ଜନୁଆରୀ ୨୪ ତାରିଖ ଶୁକ୍ରବାର: ମାଘ ବା ତ୍ରିବେଣୀ ଅମାବାସ୍ୟା, ମା’ ବିରଜାଦେବୀଙ୍କ ଜନ୍ମୋତ୍ସବ

ଜନୁଆରୀ ୨୬ ତାରିଖ ରବିବାର: ସାଧାରଣତନ୍ତ୍ର ଦିବସ

ଜନୁଆରୀ ୨୯ ତାରିଖ ବୁଧବାର: ଶ୍ରୀପଞ୍ଚମୀ ବା ସରସ୍ବତୀ ପୂଜା

Comments are closed.