ଯାଜପୁର ଜିଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଘୋଷଣା

ଭୁବନେଶ୍ବର: ଜିଲା ପ୍ରଶାସନ ପକ୍ଷରୁ ସମଗ୍ର ଯାଜପୁର ଜିଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଜିଲାର ସବୁ ସରପଞ୍ଚଙ୍କ ଅନୁରୋଧକ୍ରମେ ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଯାଜପୁର, ବ୍ୟାସନଗର ପୌରାଞ୍ଚଳ ଓ ୧୦ ବ୍ଲକର ୩୧୧ ପଞ୍ଚାୟତରେ ସଟ୍‌ଡାଉନ୍‌ ଘୋଷଣା ନିୟମ ଲାଗୁ ହୋଇଛି ବୋଲି ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସୂଚନା ଦେଇଛନ୍ତି।

Comments are closed.