କାରରୁ ୧୪ଲକ୍ଷ ଟଙ୍କା ଜବତ, ଚାଳକ ଅଟକ

ଯାଜପୁର : ଯାଜପୁର ଜିଲା ସୁକିନ୍ଦା ଗରାମିଆ ରେଙ୍ଗାଲି କେନାଲ ବନ୍ଧ ରାସ୍ତାରେ ଏକ କାରରୁ ଶନିବାର ଫ୍ଲାଇଂ ସ୍କ୍ବାଡ୍ ଓ ସୁକିନ୍ଦା ପୁଲିସ ୧୪ଲକ୍ଷ ଟଙ୍କା ଜବତ କରିବାସହ କାର ଚାଳକକୁ ଅଟକ ରଖିଥିବା ଜଣାପଡିଛି। ଜବତ ଟଙ୍କାକୁ ନେଇ ପୁଲିସର ଖୋଳତାଡ ଜାରି ରହିଛି।

Comments are closed.