ଶାଶୁ ଓ ସ୍ବାମୀକୁ ଆଜୀବନ, ୧୦ ହଜାର ଟଙ୍କା ଜରିମାନା

ଯାଜପୁର: ଏଡିଜେ କୋର୍ଟ ପକ୍ଷରୁ ଯୌତୁକ ନିର୍ଯ୍ୟାତନା ଏବଂ ବଧୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଶାଶୁ ଓ ସ୍ବାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଶାଶୁ ଚଞ୍ଚଳା ସାହୁ ଓ ସ୍ବାମୀ ସୁରେନ୍ଦ୍ର ସାହୁଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା କରିଛନ୍ତି ଏଡିଜେ କୋର୍ଟ। ୨୦୧୯ରେ କୋରେଇ ଥାନା ଜଳନ୍ଦା ଗାଁରେ ଘଟିଥିଲା ହତ୍ୟାକାଣ୍ଡ। ଏହାର ବିଚାର କରି ଏଡିଜେ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି।

Comments are closed.