ବିଜେଡିର ସାଙ୍ଗଠନିକ ସମ୍ପାଦକ ହେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ

ଭୁବନେଶ୍ବର : ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ, ବିଜେପୁର ଓ ପାଟକୁରା ଉପନିର୍ବାଚନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଥିଲା। ତାଙ୍କୁ ବିଜେଡି ସଙ୍ଗଠନର ସମସ୍ତଙ୍କ କାର୍ଯ୍ୟର ଦାୟିତ୍ବ ଦିଆଯାଇଛି।

Comments are closed.