ସାଉଦି ସାମାଜିକ କର୍ମୀଙ୍କୁ କାରାଦଣ୍ଡ

ରିୟାଦ : ସାଉଦି ଆରବର ମହିଳା ଅଧିକାର କର୍ମୀ ଲୌଜେନ୍‌ ଅଲ୍‌-ହାଥଲୋଲ୍‌ଙ୍କୁ ଆତଙ୍କବାଦ ନିରୋଧୀ ଆଇନ ଆଧାରରେ ୫ବର୍ଷ ୮ମାସ କାରାଦଣ୍ଡାଦେଶ ହୋଇଛି। ଆତଙ୍କବାଦର ପ୍ରସାରରେ ସହଯୋଗ କରୁଥିବା ଓ ଆତଙ୍କ ସୃଷ୍ଟି କରୁଥିବା ଅପରାଧରେ ସରକାରୀ ଅଦାଲତ ସୋମବାର ତାଙ୍କୁ ଏହି ଦଣ୍ଡ ଶୁଣାଇଛି।

Comments are closed.