ଶିଶୁ ପୁତ୍ରକୁ ହତ୍ୟା: ମା’, ପୁଅ ଗିରଫ

ଜଗତସିଂହପୁର: ବିରିଡ଼ି ଶଙ୍କରପୁରରେ ଶିଶୁପୁତ୍ରକୁ ହତ୍ୟା ଘଟଣା। ହତ୍ୟା ଅଭିଯୁକ୍ତ ନାବାଳକ ଓ ତାର ମା’କୁ ଗିରଫ କଲା ପୁଲିସ। କାର୍ତ୍ତିକେଶ୍ବର ପୂଜାବେଳେ ବାଉଁଶନେଲାବେଳେ ବାଉଁଶବାଜି ମୃତ୍ୟୁ ହୋଇଥିବା ଅଭିଯୁକ୍ତ ପ୍ରକାଶ କରିଛି। ମୃତ୍ୟୁ ପରେ ନାବାଳକ ଓ ତା’ ମା ଶିଶୁଟିକୁ ନେଇ ଜୋରରେ ଫିଙ୍ଗି ଦେଇଥିଲେ। ୨ଦିନ ନିଖୋଜ ପରେ ଶିଶୁପୁତ୍ରଟିର ଶବ ପାଖ ଜୋରରୁ ଉଦ୍ଧାର କରାଯାଇଥିଲା।

Comments are closed.