ଜଗନ୍ନାଥ ମନ୍ଦିର ସେବାୟତ ରବିନ୍ଦ୍ରନାଥ ପ୍ରତିହାରୀଙ୍କ ପରଲୋକ

ପୁରୀ : ଜଗନ୍ନାଥ ମନ୍ଦିରର ସେବାୟତ ରବିନ୍ଦ୍ରନାଥ ପ୍ରତିହାରୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ଵରର ଆଦିତ୍ୟ ଅଶ୍ଵିନୀ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

Comments are closed.